ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲମପୁର ମୁଖ୍ୟ ରାସ୍ତା ଦାସୀ ଗାଁ ନିକଟସ୍ଥ ଚିକିଲି ଛକରେ ଅଟୋକୁ ପିଟିଲା ଟ୍ରକ୍ ; ୩ ଜଣଙ୍କ ମୃତ୍ୟୁ

ଚିଲିଗୁଡା: ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲମପୁର ମୁଖ୍ୟ ରାସ୍ତା ଦାସୀ ଗାଁ ନିକଟସ୍ଥ ଚିକିଲି ଛକରେ ଅଟୋକୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ୩ ମୃତ, ଡ୍ରାଇଭର ସମେତ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ କଲମପୁର ଡାକ୍ତରଖାନାରେ ଭର୍ତ୍ତି।

Leave a Reply

Your email address will not be published. Required fields are marked *