ଭଦ୍ରକ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରାଣିତାଲ ନିକଟରେ ଦୁର୍ଘଟଣା ; ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର, ୨ ଜଣଙ୍କ ମୃତ୍ୟୁ

ରାଣୀତାଲ: ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା । କଲିକତାରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣା | ଦୁଇ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

Leave a Reply

Your email address will not be published. Required fields are marked *