

- ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ନୂତନ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଲାଞ୍ଜିପଲ୍ଲୀ ନିକଟରେ ରାସ୍ତା ମଝିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋଷ୍ଠୀ- ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ। ବିପକ୍ଷ ଗୋଷ୍ଠୀଙ୍କୁ ଗାଡ଼ି ଉପରୁ ଘୋଷାଡ଼ି ଆଣିଲେ ପ୍ରଦୀପଙ୍କ ସମର୍ଥକ। ପୋଲିସ ଉପସ୍ଥିତିରେ ରାସ୍ତା ମଝିରେ ୨ ଗୋଷ୍ଠୀ ପିଟାପିଟି