ପୁରୀର ବହୁଚର୍ଚ୍ଚିତ ପୂର୍ବତନ କାଉନସିଲର ଗୁନ ଶିଙ୍ଗାରୀ ହତ୍ୟା ମାମଲା ; ୯ ବର୍ଷ ପରେ ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ପ୍ରକାଶ ପାଇଲା ରାୟ | ପ୍ରମାଣ ଅଭାବରୁ ସମସ୍ତ ୬ ଜଣ ଅଭିଯୁକ୍ତ ନିର୍ଦୋଷରେ ଖଲାସ, ୨୦୧୨ ସେପ୍ଟେମ୍ବରରେ ଗୁନ ଶିଙ୍ଗାରୀଙ୍କୁ ହତ୍ୟା କରାଯାଇଥିଲା |ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଗୁନ ଶିଙ୍ଗାରୀ

Leave a Reply

Your email address will not be published. Required fields are marked *