ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ନୂତନ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ନୂଆ ପଦବୀକୁ ଅନୁମୋଦନକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦବୀ ସଂଖ୍ୟା ୨୧୦ରୁ ବୃଦ୍ଧି ପାଇ ୬୨୬ରେ ପହଞ୍ଚିଲା, BMCରେ ଅଧିକ ଅତିରିକ୍ତ କମିଶନର ଓ ଜୋନାଲ ପଦବୀ ସୃଷ୍ଟି | ଅଧିକ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି |

Leave a Reply

Your email address will not be published. Required fields are marked *