

- ଆଦିବାସୀ ଗାଁ ରେ ଶୀତବସ୍ତ୍ର ବାଣ୍ଟିଲା ଜନମଙ୍ଗଳ ପରିଷଦ
- ପୁରୀ ସଦର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବାଥରୁମରେ ଛୁଆକୁ ଛାଡ଼ି ପଳାଇଲା ମା । ନବଜାତକକୁ ଉଦ୍ଧାର କରି ମେଡିକାଲର ଏସଏନସିୟୁରେ ଭର୍ତ୍ତି । ଉଦ୍ଧାର ନବଜାତକର ଓଜନ ମାତ୍ର ୯ଶହ ଗ୍ରାମ । ଶିଶୁ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଜାରି।