ପୁରୀ ସଦର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବାଥରୁମରେ ଛୁଆକୁ ଛାଡ଼ି ପଳାଇଲା ମା । ନବଜାତକକୁ ଉଦ୍ଧାର କରି ମେଡିକାଲର ଏସଏନସିୟୁରେ ଭର୍ତ୍ତି । ଉଦ୍ଧାର ନବଜାତକର ଓଜନ ମାତ୍ର ୯ଶହ ଗ୍ରାମ । ଶିଶୁ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଜାରି।

ପୁରୀ ସଦର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବାଥରୁମରେ ଛୁଆକୁ ଛାଡ଼ି ପଳାଇଲା ମା’ । ନବଜାତକକୁ ଉଦ୍ଧାର କରି ମେଡିକାଲର ଏସଏନସିୟୁରେ ଭର୍ତ୍ତି । ଉଦ୍ଧାର ନବଜାତକର ଓଜନ ମାତ୍ର ୯ଶହ ଗ୍ରାମ । ଶିଶୁ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଜାରି।

Leave a Reply

Your email address will not be published. Required fields are marked *