ରାଜଧାନୀରେ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ । କ୍ବାର୍ଟର ଓ ପରୀକ୍ଷା ଫଳ ଆଧାରରେ ମାର୍କ ଦେବାକୁ ଦାବି । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ ଲାଗି ଶୋଭାଯାତ୍ରା |

Leave a Reply

Your email address will not be published. Required fields are marked *