

- ୩ଥର ଗ୍ରାମୀ ଆୱାର୍ଡ ଜିତିଥିବା ଭାରତୀୟ ସଙ୍ଗୀତକାର ରିକୀ କେଜ୍ଙ୍କୁ ନବୀନ ନିବାସରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ନ୍ତଜାତୀୟ ମାଣ୍ଡିଆ ବର୍ଷରେ ଓଡ଼ିଶା ରିଲିଜ କରିଥିବା ‘ମାଣ୍ଡିଆ’ ଗୀତରେ ଯୋଗଦାନ ପାଇଁ ରିକୀ କେଜ୍ଙ୍କୁ ଧନ୍ୟବାଦ ଦେଲେ |
- ଆମେ ନୁହେଁ ଏକା ଅନୁଷ୍ଠାନ ପକ୍ଷରୁ ସାମୁହିକ ବ୍ରତୋପୟନ