

- ସମ୍ପତ୍ତି ଠୁଳ ମାମଲାରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ଘଟଣା, ୩ ଅଧିକାରୀଙ୍କ ଠାରୁ ମୋଟ ୨୮ ଲକ୍ଷ ୯୭ ହଜାର ଟଙ୍କା ଠାବ, ପୂର୍ବରୁ ୨୨ ଲକ୍ଷ ୬୧ ହଜାର ଏବଂ ପରେ ୬ ଲକ୍ଷ ୩୫ ହଜାର ଠାବ ନେଇ ଭିଜିଲାନ୍ସ ସୂତ୍ରରୁ ସୂଚନା
- ଦେଶରେ ଆଉ ୧୦୦ଟି ସୈନିକ ସ୍କୁଲକୁ ସ୍ବୀକୃତି ଦେଲା କେନ୍ଦ୍ର କ୍ୟାବିନେଟ । ପ୍ରତିରକ୍ଷା ବିଭାଗ ଅଧୀନରେ ସରକାରୀ ଓ ଘରୋଇ କ୍ଷେତ୍ରର ସ୍କୁଲକୁ ସ୍ବୀକୃତି । ୨୦୨୨-୨୩ରୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବେ ୧୦୦ ସ୍କୁଲ । ବାର୍ଷିକ ଆଉ ୫ ହଜାର ଅଧିକ ପିଲାଙ୍କୁ ମିଳିବ ପଢ଼ିବାର ସୁଯୋଗ ।