ଦେଶରେ ଆଉ ୧୦୦ଟି ସୈନିକ ସ୍କୁଲକୁ ସ୍ବୀକୃତି ଦେଲା କେନ୍ଦ୍ର କ୍ୟାବିନେଟ । ପ୍ରତିରକ୍ଷା ବିଭାଗ ଅଧୀନରେ ସରକାରୀ ଓ ଘରୋଇ କ୍ଷେତ୍ରର ସ୍କୁଲକୁ ସ୍ବୀକୃତି । ୨୦୨୨-୨୩ରୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବେ ୧୦୦ ସ୍କୁଲ । ବାର୍ଷିକ ଆଉ ୫ ହଜାର ଅଧିକ ପିଲାଙ୍କୁ ମିଳିବ ପଢ଼ିବାର ସୁଯୋଗ ।

Leave a Reply

Your email address will not be published. Required fields are marked *