ବୋହୂ ଭାବରେ ଗ୍ରହଣ କରିବାକୁ ଦାବି କରି ଦୁଆରେ ଦେଲେ ଧାରଣା | ଦେଓଗଡ ଜିଲ୍ଲା ରିୟାମାଳ ଥାନା ଅଧୀନରେ ଥିବା ବାବରାକୋଟ ଗ୍ରାମର ଘଟଣା | ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଅଭିଯୋଗ କରି ଗ୍ରାମରେ ଜଣେ ଯୁବକଙ୍କ ଘର ବାହାରେ ଧାରଣା ଦେଇଛନ୍ତି ଯୁବତୀ |

Leave a Reply

Your email address will not be published. Required fields are marked *