୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି |୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି | ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର |

୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ

Read more

ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫ । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ହୋଇଥିବା ସୂଚନା । ସୂଚନା ଦେଲେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର |

ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫

Read more

ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ |ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ। ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୫୦୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୦ ଲକ୍ଷ ୩୯ ହଜାର ୯୨୧ ରୋଗୀ। ଏବେ ବି ଚିକିତ୍ସାଧୀନ ୨୧୦୭ ଜଣ |

ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ | ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ

Read more

ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର । ମିଶନ ଶକ୍ତିରେ ଖର୍ଚ୍ଚ ହେଲାଣି ୮୧୯ କୋଟି ୬୭ ଲକ୍ଷ ୩୩ ହଜାର ଟଙ୍କା । ମିଶନ ଶକ୍ତି ଯୋଜନାରେ ରାଜ୍ୟରେ ୭୦ ଳକ୍ଷ ୧୦ ଜଣ ମହିଳା ସାମିଲ ।

ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର । ମିଶନ ଶକ୍ତିରେ ଖର୍ଚ୍ଚ ହେଲାଣି ୮୧୯ କୋଟି ୬୭ ଲକ୍ଷ ୩୩ ହଜାର

Read more

ପଞ୍ଚମ ଦିନରେ ବି ବିଧାନସଭା ଅଚଳ ହେବା ପ୍ରସଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କଲେ ନରସିଂହ, ବିରୋଧୀଙ୍କୁ ବିଶ୍ବାସକୁ ନେଇ ସମାଧାନର ବାଟ ବାହାର କରନ୍ତୁ CM: ନରସିଂହ |

ପଞ୍ଚମ ଦିନରେ ବି ବିଧାନସଭା ଅଚଳ ହେବା ପ୍ରସଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କଲେ

Read more

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ବରେ ଭେଟିଲେ BJD ସାଂସଦ |ଓଡ଼ିଶାର ସଭ୍ୟତା, ଆତିଥ୍ୟ, ପରମ୍ପରା ଏବଂ ଅସ୍ମିତା ବହନ କରୁଛି ପାଇକ ବିଦ୍ରୋହ |

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ

Read more

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ରଙ୍କ ସୂଚନା ।

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ପିସିସି ଗଣମାଧ୍ୟମ

Read more

ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍ ୫୦ ପ୍ରତିଶତ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ଏଥିପାଇଁ ଟୁଇଟ୍ କରି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍

Read more

ନାଗାଲାଣ୍ଡ ମୋନ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ସେନା ବିରୋଧରେ ପୋଲିସର FIR, ୨୧ ଜଣ ଯବାନଙ୍କ ବିରୋଧରେ ନିଜ ଆଡୁ FIR କଲା ମୋନ ଜିଲ୍ଲା ପୋଲିସ । ଯବାନମାନେ ହତ୍ୟା କରିବା ଉଦ୍ଦେଶ୍ୟରେ ରକ୍ତମୁଖା ହୋଇଥିବା FIRରେ ଉଲ୍ଲେଖ। ତଦନ୍ତ ପାଇଁ ଆଜି ମୋନ ଜିଲ୍ଲା ଯିବେ CM ନେଇଫ୍ୟୁ ରିଓ |

ନାଗାଲାଣ୍ଡ ମୋନ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ସେନା ବିରୋଧରେ ପୋଲିସର FIR, ୨୧ ଜଣ ଯବାନଙ୍କ ବିରୋଧରେ ନିଜ ଆଡୁ FIR କଲା ମୋନ ଜିଲ୍ଲା ପୋଲିସ

Read more

ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କଲେ ଶାସକ ଦଳର ସଦସ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାରୁ ବିଜେଡିର ବିରୋଧ । କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା

ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କଲେ ଶାସକ ଦଳର ସଦସ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର

Read more