ସ୍ବଚ୍ଛତାରେ ଗଞ୍ଜାମର ଚିକିଟି ସାରା ଦେଶରେ ଦ୍ବିତୀୟ | ୨୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ଦ୍ବିତୀୟ ଶ୍ରେଷ୍ଠ | ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ପରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର |
ସ୍ବଚ୍ଛତାରେ ଗଞ୍ଜାମର ଚିକିଟି ସାରା ଦେଶରେ ଦ୍ବିତୀୟ | ୨୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ଦ୍ବିତୀୟ ଶ୍ରେଷ୍ଠ | ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ
Read more