Fast News ବଡ଼ଓଷାରେ ଆଜି ଖାଁ ଖାଁ ଆଠଗଡର ବାବା ଧବଳେଶ୍ୱର ପୀଠ; ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା, ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା November 17, 2021November 17, 2021 S pani 0 Comments Read more
Fast News ଗତ ୩ ଦିନ ହେଲା ବିନିକା ଅଞ୍ଚଳରେ ୪୦ ଟିକିଆ ହାତୀ ପଲଙ୍କ ଉତ୍ପାତ, ଗରିଆପାଲି, ସେଲେଡ଼ି, ଝରାପଡ଼ା ଓ ତୁଲୁଣ୍ଡିପାଲି ଆଦି ଅଞ୍ଚଳରେ ଉତ୍ପାତ, ଅଞ୍ଚଳର ଶହ ଶହ ଏକର ଧାନ ଫସଲ ନଷ୍ଟ କଲେଣି ହାତୀ ପଲ November 17, 2021November 17, 2021 S pani 0 Comments Read more
Fast News ପୂର୍ବତନ MLA ଉମେଶ ସ୍ବାଇଁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଉମେଶଙ୍କ ଅମର ଆତ୍ମାର ସଦ୍ଗତି କାମନା କଲେ ମୁଖ୍ୟମନ୍ତ୍ରୀ, ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଲେ ନବୀନ November 17, 2021November 17, 2021 S pani 0 Comments Read more
Fast News କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ବକପ-୨୦୨୧,ଆଜି ଭୁବନେଶ୍ବରରେ ପହଞ୍ଚିବେ ୪ଟିମ୍,ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ମାଲେସିଆ ଟିମ୍ ଆସିବେ ଭୁବନେଶ୍ବର, ପୂର୍ବରୁ ଭାରତ ଏବଂ ବେଲଜିୟମ ଟିମ୍ ଭୁବନେଶ୍ବର ଆସିସାରିଛି November 17, 2021November 17, 2021 S pani 0 Comments Read more
Fast News ଆଜିଠୁ ଜାମ୍ମୁ ଓ କାଶ୍ମୀରରେ ନାଇଟ କର୍ଫ୍ୟୁ, ରାତି ୧୦ଟାରୁ ସକାଳ ୬ଟା ଯାଏ ବଳବତ୍ତର ରହିବ କଟକଣା, କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପ୍ରଶାସନର କଟକଣା ନିଷ୍ପତ୍ତି November 17, 2021November 17, 2021 S pani 0 Comments Read more
Fast News ବ୍ରହ୍ମପୁରରେ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୬ ଅଭିଯୁକ୍ତ ବ୍ରହ୍ମପୁର ପୋଲିସ ଦ୍ବାରା ଗିରଫ, ୪ ଜଣ ରାଜ୍ୟ ବାହାରୁ ଓ ଅନ୍ୟ ଜଣେ ଅଭିଯୁକ୍ତ ରାଉରକେଲାରୁ ଗିରଫ, ୩ ଖଣ୍ଡା, ୨ଟି ବାଇକ, ୬ଟି ମୋବାଇଲ ଫୋନ ଓ ୨ଟି ବାଡ଼ି ଜବତ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସୂଚନା November 14, 2021November 14, 2021 S pani 0 Comments Read more
Fast News ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ | ଏଥର ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟ ଦିବସ ରହିବ, ୫ ଦିନ ଛୁଟି | ଡିସେମ୍ବର ପହିଲାରୁ ୩୧ ଯାଏ ଚାଲିବ ଶୀତ ଅଧିବେଶନ, ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ November 14, 2021November 14, 2021 S pani 0 Comments Read more
Fast News ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା, କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ନାହିଁ, ନଭେମ୍ବର ଗାଇଡଲାଇନ ଅନୁଯାୟୀ ମେଳା କିମ୍ବା ଯାତ୍ରା ପାଇଁ ଅନୁମତି ମିଳିନି-ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ November 14, 2021November 14, 2021 S pani 0 Comments Read more
Fast News ଭୁବନେଶ୍ବରରେ KBN ଗ୍ରୁପ୍ର ରାତିଅଧିଆ ଆତଙ୍କରାଜ ଘଟଣା, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ପ୍ରେସ୍ମିଟ, ୨ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କଠାରୁ ୨ଟି ଖେଳଣା ବନ୍ଧୁକ ଜବତ, ପତିଆରା ଜାହିର ପାଇଁ ଭିଡିଓ ଭାଇରାଲ କରାଯାଇଥିଲା: ଡିସିପି, ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ: ଡିସିପି November 14, 2021November 14, 2021 S pani 0 Comments Read more
Fast News ଭି.ଭି.ଏସ୍. ଲକ୍ଷ୍ମଣ ହେବେ ଜାତୀୟ କ୍ରିକେଟ ଏକାଡେମୀର ନୂଆ ମୁଖ୍ୟ, ରାହୁଲ ଦ୍ରାବିଡ଼ ମୁଖ୍ୟ କୋଚ୍ ହେବା ପରେ ଖାଲି ପଡ଼ିଛି ପଦବୀ, ଭାରତୀୟ U-19 ଓ A ଟିମ୍ର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ ଲକ୍ଷ୍ମଣ, ହାଇଦ୍ରାବାଦ IPL ଟିମ୍ର ମାର୍ଗଦର୍ଶକ ପଦରୁ ଇସ୍ତଫା ଦେବେ ଲକ୍ଷ୍ମଣ November 14, 2021November 14, 2021 S pani 0 Comments Read more