ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ | ଏଥର ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟ ଦିବସ ରହିବ, ୫ ଦିନ ଛୁଟି | ଡିସେମ୍ବର ପହିଲାରୁ ୩୧ ଯାଏ ଚାଲିବ ଶୀତ ଅଧିବେଶନ, ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Leave a Reply

Your email address will not be published. Required fields are marked *