ଆସନ୍ତାକାଲି ଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ ।

ଆସନ୍ତାକାଲି ଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି । କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ । ଏହି ନିଷ୍ପତ୍ତିକୁ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Leave a Reply

Your email address will not be published. Required fields are marked *