ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ସିଡିପିଓ ସୁନନ୍ଦା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା

ଭଦ୍ରକ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ CDPO, ସୁପରଭାଇଜର | ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିପତ୍ର ପାଇବା ପରେ ବି ଅବସ୍ଥାପିତ କରିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଡିପିଓ ସୁନନ୍ଦା ଦାସ | CDPO ସୁଗନ୍ଧା ଦାସ, ସୁପରଭାଇଜର ସୁଲୋଚନା ବେହେରା ଧରାପଡ଼ିଲେ | ଚାକିରି ପାଇଁ ଡିଲ୍‌ ହୋଇଥିଲା, ୧୦ ହଜାର ନେଇ ଧରାପଡ଼ିଲେ |

Leave a Reply

Your email address will not be published. Required fields are marked *