

- ଆସାମରେ ବର୍ଷା ଯୋଗୁଁ ବନ୍ୟା ବିଭୀଷିକା ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି
- ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନର ଏକଜିକ୍ୟୁଟିଭ କମିଟି ପ୍ରାର୍ଥୀତ୍ୱ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ମନୋନୀତ | ୧୭୮ ଦେଶରୁ ୧୫ ସଦସ୍ୟଙ୍କୁ ନେଇ ଗଠନ ହେବ ଏକଜିକ୍ୟୁଟିଭ୍ କମିଟି । ଅକ୍ଟୋବରରେ ହେବ ଗୋଟିଏ ଆସନ ପାଇଁ ନିର୍ବାଚନ । ପ୍ରତିନିଧିତ୍ବ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା |