ମାଲକାନଗିରି ଜିଲ୍ଲା ଗୋଟିଯୋଡି ଠାରେ ବାଇକ କାର ଦୁର୍ଘଟଣାରେ ବାଇକ ଚାଳକ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ | ୩୨୬ ନମ୍ବର ଜାତୀୟ ରାଜପଥରେ ଚକାଜାମ ସ୍ଥିତି | ମୃତକ ଜଣକ ଭାଲୁଗୁଡା ଗାଁର ଗୁରୁ ହନ୍ତାଳ, କାମ ସାରି ନିଜ ଗାଁକୁ ଯିବା ସମୟରେ ଘଟିଥିଲା ଦୁର୍ଘଟଣା |

Leave a Reply

Your email address will not be published. Required fields are marked *