କେନ୍ଦୁଝର ଜିଲ୍ଲା ପରିଷଦ ୮ନଂ ଜୋନ୍‌ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କ ମୁଖ୍ୟ ଚିକିତ୍ସାଳୟରେ ପରଲୋକ । ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ | ସ୍ଥାନୀୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ନିର୍ବାଚନ ନିଷ୍ପତ୍ତି ନେବେ କମିସନ | ନିର୍ବାଚନ ପୂର୍ବରୁ କେବଳ ବିଜେଡିକୁ ମିଳିପାରେ ପୁନଃ ନାମାଙ୍କନ ସୁଯୋଗ |

Leave a Reply

Your email address will not be published. Required fields are marked *