ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖ‌ଲ କଲେ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ । ନାମାଙ୍କନ ଦାଖଲ ପରେ ବିକ୍ରମ କେଶରୀ ଆରୁଖ କହିଲେ-ବିଧାନସଭାର ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି |

Leave a Reply

Your email address will not be published. Required fields are marked *