- ନାଇଜେରିଆ ଫେରନ୍ତା ଆଉ ୨ ଜଣ ଓମିକ୍ରନ ସଂକ୍ରମିତ ହେଲେ ନାବାଳିକା, ୧୧ ଓ ୧୫ ବର୍ଷ ବୟସର। ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ। ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ସବୁ ସଦସ୍ୟ ନେଗେଟିଭ୍ | ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ରଙ୍କ ସୂଚନା |
- ରାଜ୍ୟରେ ଏପ୍ରିଲ ସୁଦ୍ଧା ନିଯୁକ୍ତି ହେବେ ଆଉ ୧୧,୪୦୩ ଶିକ୍ଷକ