ନାଇଜେରିଆ ଫେରନ୍ତା ଆଉ ୨ ଜଣ ଓମିକ୍ରନ ସଂକ୍ରମିତ ହେଲେ ନାବାଳିକା, ୧୧ ଓ ୧୫ ବର୍ଷ ବୟସର। ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ। ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ସବୁ ସଦସ୍ୟ ନେଗେଟିଭ୍‌ | ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ରଙ୍କ ସୂଚନା |

Leave a Reply

Your email address will not be published. Required fields are marked *