- ସୁନ୍ଦରଗଡ଼ ହେମଗିରି ଥାନା କଳାମେଘାରେ ଅଭାବନୀୟ ଘଟଣା, RR କଲୋନୀରେ ଶିଳପୁଆରେ ପିଟିପିଟି ଝିଅକୁ ହତ୍ୟା କଲା ମାଆ | ଝିଅକୁ ହତ୍ୟା ପରେ ବିଷ ପିଇ ମାଆର ଆତ୍ମହତ୍ୟା ଉଦ୍ୟମ, ମାଆ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି ।
- ବିଶ୍ବରେ ଓମିକ୍ରନ ସଂକ୍ରମଣ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା, ୩ ଦିନ ମଧ୍ୟରେ ୨ ଗୁଣ ବଢୁଛି ଓମିକ୍ରନ ସଂକ୍ରମଣ | ଡେଲ୍ଟାଠାରୁ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ,WHO ସଂକ୍ରମଣ ରୋକିବା ଲାଗି ବଡ଼ ଜନ ସମାବେଶକୁ ବାରଣ କଲା WHO, ଟିକାର ପ୍ରଭାବକୁ ଓମିକ୍ରନ ଶକ୍ତିହୀନ କରିଦେଉଥିବା ପ୍ରାଥମିକ ସୂଚନା ।