ଢେଙ୍କାନାଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ | ୨ ଜଣ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଉଭୟଙ୍କ ପାଖରୁ ଏକ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ । ୨୦୨୦ରୁ ଏବେ ସୁଦ୍ଧା ୪୪କିଲୋ ବ୍ରାଉନସୁଗାର ଜବତ କଲାଣି STF |

Leave a Reply

Your email address will not be published. Required fields are marked *