ସୁନ୍ଦରଗଡ଼ ହେମଗିରି ଥାନା କଳାମେଘାରେ ଅଭାବନୀୟ ଘଟଣା, RR କଲୋନୀରେ ଶିଳପୁଆରେ ପିଟିପିଟି ଝିଅକୁ ହତ୍ୟା କଲା ମାଆ | ଝିଅକୁ ହତ୍ୟା ପରେ ବିଷ ପିଇ ମାଆର ଆତ୍ମହତ୍ୟା ଉଦ୍ୟମ, ମାଆ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି ।

Leave a Reply

Your email address will not be published. Required fields are marked *