ନବରଙ୍ଗପୁର ନନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ୍‌ ; ୨୦ ଛାତ୍ରଛାତ୍ରୀ ଆହତ, ଜଣେ ଶିକ୍ଷକଙ୍କ ମୃତ୍ୟୁ

ନବରଙ୍ଗପୁର ନନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ୍‌ ; ୨୦ ଛାତ୍ରଛାତ୍ରୀ ଆହତ, ଜଣେ ଶିକ୍ଷକଙ୍କ ମୃତ୍ୟୁ | ଉମରକୋରଟରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌ | ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗଦେବାକୁ ଯାଉଥିଲେ | ମୃତ ଶିକ୍ଷକ ସ୍ବାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ |

Leave a Reply

Your email address will not be published. Required fields are marked *