

- ଆଜି ବହୁମତ ସାବ୍ୟସ୍ତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ବିଧାନସଭାର ଡକାଯାଇଛି ସ୍ବତନ୍ତ୍ର ଅଧିବେଶନ, RJD ସହ ମିଶି ନୂଆ ସରକାର ଗଢିଛନ୍ତି ନୀତୀଶ କୁମାର । ନୀତୀଶଙ୍କୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ |
- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର