ଜନ୍ମମାଟି କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିଲା ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର, ତାଳଚେରରୁ ଶୋଭାଯାତ୍ରାରେ ଯାଇ ସେଠାରେ ପହଞ୍ଚିଲା | ସେଠାରେ ହେବ ଅନ୍ତିମ ସଂସ୍କାର, ବାୟୁସେନାର ଜୁନିୟର ଓ୍ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ, କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ |

Leave a Reply

Your email address will not be published. Required fields are marked *