ଆଫଗାନିସ୍ତାନ ପରିସ୍ଥିତି ନେଇ ଆଜି G-20 ନେତାଙ୍କ ବୈଠକ, ଇଟାଲୀର ଆମନ୍ତ୍ରଣ କ୍ରମେ VCରେ ବୈଠକରେ ଯୋଗଦେବେ G-20 ଦେଶର ନେତା, ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଲିବାନ ଶାସନ ନେଇ ବୈଠକରେ ଆଲୋଚନା ହେବ, ଆଫଗାନବାସୀଙ୍କୁ ମାନବୀୟ ସହାୟତା ନେଇ ଆଲୋଚନା ହୋଇପାରେ

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣା, ତଦନ୍ତ ପାଇଁ ହୋଟେଲ୍ ସାଉଥ ସିଟି ସିଲ୍ କଲା କମିଶନରେଟ୍ ପୁଲିସ, ମୃତ୍ୟୁ ପୂର୍ବରୁ ହୋଟେଲକୁ ଆସିଥିଲେ ମନୀଷ, ବିଳମ୍ବିତ ରାତି ଯାଏଁ ହୋଟେଲରେ ଥିଲେ ମନୀଷ

Read more

ATM ଭ୍ୟାନ୍ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଲେ ୩ ଦୁର୍ବୃତ୍ତ, ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଧରିଲା ପୁଲିସ, ଆଠଗଡ଼ ଖୁଣ୍ଟକଟା ନିକଟରେ ଟଙ୍କା ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ, ଭ୍ୟାନ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ

Read more

କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର, ନଭେମ୍ବର 4, 16, 19 ତାରିଖରେ ମନ୍ଦିର ବନ୍ଦ ରହିବ। ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ନଭେମ୍ବର 18ରୁ ହେରିଟେଜ କରିଡର କାମ ଆରମ୍ଭ ହେବ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

Read more

ହବିଷିଆଳିଙ୍କୁ ପୁରୀ ମନା; କୋଭିଡ କଟକଣା ଯୋଗୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ଆସିବା ବାରଣ ହେଲା, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ଯକ୍ଷତାରେ ବସିଥିଲା ବୈଠକ

Read more

ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାର ପ୍ରତିବାଦରେ ରାଜଭବନ ଆଗରେ ରାଜ୍ୟ କଂଗ୍ରେସର ମୌନ ପ୍ରତିବାଦ, କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ସାମିଲ, ବହୁ ବରିଷ୍ଠ ନେତା ମଧ୍ୟ ପ୍ରତିବାଦରେ ସାମିଲ ହୋଇଛନ୍ତି

Read more

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ, ୧୭ ପ୍ରସ୍ତାବ ଉପର ବାଜିଲା କ୍ୟାବିନେଟ ମୋହର, ଅର୍ଥ, ଖାଦ୍ୟ ଯୋଗାଣ ବିଭାଗର ପ୍ରସ୍ତାବକୁ ମୋହର, ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ପ୍ରସ୍ତାବକୁ ମୋହର

Read more

‘ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ବରରୁ ଆସୁଛି’, ‘ସଚେତନ କରାଇବା ସତ୍ତ୍ବେ ହାଟ, ବଜାରରେ ଭିଡ଼ ହେଉଛି’, ‘ଭୁବନେଶ୍ବରରେ ସଂକ୍ରମଣ ଉପର ମୁହାଁ ହୋଇଥିବା ସାମ୍ନାକୁ ଆସିଛି’, ‘ଲୋକ ସଚେତନ ହେଉ ନ ଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି’, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

Read more