Fast News ଦେଶରେ ଖୁବ୍ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା, ୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, କୋଭାକ୍ସିନ ଟିକାକୁ ଅନୁମତି ଦେଲେ କେନ୍ଦ୍ର ସରକାର କୋଭାକ୍ସିନ ଟିକାକୁ ଅନୁମୋଦନ କଲା DCGI, ଖୁବ୍ଶୀଘ୍ର ହେବ ଟିକାକରଣ, ଜାରି ହେବ ଗାଇଡଲାଇନ୍ October 12, 2021October 12, 2021 S pani 0 Comments Read more
Fast News ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା ଏମ୍ସ ପକ୍ଷରୁ ସୂଚନା October 12, 2021October 12, 2021 S pani 0 Comments Read more
Fast News ଗଞ୍ଜାମ ମା’ ତାରାତାରିଣୀ ମନ୍ଦିରର ଦୀପଘରେ ଲାଗିଲା ନିଆଁ, କ୍ଷୟକ୍ଷତି ହୋଇନଥିବା ସୂଚନା, ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ October 12, 2021October 12, 2021 S pani 0 Comments Read more
Fast News ‘କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି’, ‘କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ’, ‘ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିବାପାରିବା ତାହା ପ୍ରଶ୍ନବାଚୀ’, ‘ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ’ :DMET ସିବିକେ ମହାନ୍ତି October 12, 2021October 12, 2021 S pani 0 Comments Read more
Fast News ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ; ନିମ୍ନ ଅଦାଲତରେ ଜାମିନ ଖାରଜ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ, ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ଜାମିନ ଖାରଜ ହୋଇଛି October 12, 2021October 12, 2021 S pani 0 Comments Read more
Fast News ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କ ମାଆ କାନ୍ତା ଦେବୀ ଓ ପତ୍ନୀ ନୀତୁଙ୍କୁ ଆଶ୍ୱସ୍ତି, ସେମାନଙ୍କ ନାଁରେ ଭିଜିଲାନ୍ସ ମାମଲା ଖାରଜ ନିର୍ଦ୍ଦେଶ, ଭାଇ ଚମ୍ପକଙ୍କ ନାଁରେ ଥିବା ଗିରଫ ପରୱାନା କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ; ମାମଲା ଖାରଜ ପାଇଁ ଦୀପକଙ୍କ ମାଆ, ଭାଇ ଓ ପତ୍ନୀ ହାଇକୋର୍ଟ ଆସିଥିଲେ October 12, 2021October 12, 2021 S pani 0 Comments Read more
Fast News ନିଆଳି ବଗିଚାସାହି ବସ୍ତି ଛକରେ ଥିବା ଗ୍ୟାରେଜ ଭିତରେ ଝୁଲୁଛି ଗ୍ୟାରେଜ ମାଲିକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ October 12, 2021October 12, 2021 S pani 0 Comments Read more
Fast News ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ମଳିଙ୍ଗି ଗାଁରେ ୬ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ଜଣେ ଅଟକ October 12, 2021October 12, 2021 S pani 0 Comments Read more
Fast News କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା, ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ, ଅଭିଯୁକ୍ତଙ୍କୁ ଧରିବା ଦାବିରେ ଗାନ୍ଧି ଛକରେ ବିଜେପି କର୍ମୀଙ୍କ ରାସ୍ତାରୋକ October 12, 2021October 12, 2021 S pani 0 Comments Read more
Fast News ପବିତ୍ର ମହାସପ୍ତମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା October 12, 2021October 12, 2021 S pani 0 Comments Read more