ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଗୁଇନ୍ଦା ନିର୍ଦେଶକ ଅରବିନ୍ଦ କୁମାର, ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ, ରାଜ୍ୟରେ ମାଓ ସ୍ଥିତିର ସମୀକ୍ଷା କଲେ ଅରବିନ୍ଦ କୁମାର, ଗତକାଲି ମୁଖ୍ୟମନ୍ତ୍ରୀକୁ ଭେଟିଥିଲେ ଅରବିନ୍ଦ କୁମାର

Read more

କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ଭୁବନେଶ୍ବରର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢ଼ୁଛି , ‘ଯେଉଁଠି ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ହେବ’, ‘ପୂର୍ବରୁ କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା’, ‘୭ ଦିନ ହେଲାଣି ସଂକ୍ରମଣ ଉପରେ ତଳ ହେଉଛି’

Read more

ଭାରତରେ 7 ଇଲେଭେନ୍ ଷ୍ଟୋର ଖୋଲିବ ରିଲାଏନ୍ସ , ଭାରତରେ ଷ୍ଟୋର ଖୋଲିବ ରିଲାଏନ୍ସ ଭେଞ୍ଚର୍ସ ରିଟେଲ ଲିମିଟେଡ, 7 ଇଲେଭେନ ଇଂକ୍ ସହ ମାଷ୍ଟର ଫ୍ରାଞ୍ଚାଇଜ ଏଗ୍ରିମେଣ୍ଟ କରିଛି RRVL, ଅକ୍ଟୋବର ୯ରେ ମୁମ୍ବାଇ ଅଂଧେରୀ ଇଷ୍ଟରେ ପ୍ରଥମ ଷ୍ଟୋର ଖୋଲିବ

Read more

୧ କୋଟି ୧୮ କ୍ଷ ଟଙ୍କା ହଡ଼ପ ଅଭିଯୋଗରେ LIC ଏଜେଣ୍ଟ ଗିରଫ, ପୁରୀ କଣାସ ଅଞ୍ଚଳର କବିରାଜ ବେହେରାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW, ଜାଲ କାଗଜପତ୍ର କରି କବିରାଜ ୪ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ, LIC ସ୍କିମର ଟଙ୍କା ହଡ଼ପ କରିଥିଲେ କବିରାଜ, ଜାଲ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ, ATM କାର୍ଡ, ଚେକ୍‌ବୁକ ଜବତ

Read more

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହିଂସା ଘଟଣା, ଲଖିମପୁର ଖେରିକୁ ଯିବାକୁ ରାହୁଲ ଗାନ୍ଧିଙ୍କୁ ଅନୁମତି, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି, ମୋଟ ୫ ଜଣ ଯିବାକୁ ଅନୁମତି ଦେଲେ UP ସରକାର

Read more