ଶିଶୁ ପର୍ଣ୍ଣୋଗ୍ରାଫି; ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସନ୍ଧ୍ୟାବତୀ ପ୍ରଧାନଙ୍କ ପ୍ରତିକ୍ରିୟା, ଏହା ଏକ ସମ୍ବେଦନଶୀଳ ଘଟଣା, ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ଢେଙ୍କାନାଳରୁ ଏଭଳି ଖବର ଆସିଛି: SCPCR, CBI ଏବଂ କ୍ରାଇମବ୍ରାଞ୍ଚଠୁ ତଦନ୍ତ ରିପୋର୍ଟ ମାଗାଯିବ: ସନ୍ଧ୍ୟାବତୀ ପ୍ରଧାନ

Read more

ମମିତାଙ୍କୁ ନ୍ୟାୟ ଦାବି କରି ଭୁବନେଶ୍ୱର ଜିଲ୍ଲା ବିଜେପିର ଦସ୍ତଖତ ଅଭିଯାନ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଦସ୍ତଖତ ଅଭିଯାନ, ମମିତାଙ୍କୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି, ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତୁରନ୍ତ ବହିଷ୍କାର ଦାବି କଲା ବିଜେପି

Read more

ରାଜ୍ୟରେ ଦିନକରେ ଆଉ ୨୨୬ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ,ସଂଗରୋଧରୁ ୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ରୋଗୀ ଚିହ୍ନଟ, ୨୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୩ ଜଣ, ୨ ହଜାର ୬୫୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ, ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା

Read more

ବ୍ରହ୍ମପୁର ଏମକେସିଜି ମେଡିକାଲର ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା, କଳାବ୍ୟାଜ ପିନ୍ଧି ମେଡିକାଲ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ, କର୍ମଚାରୀଙ୍କ ଧାରଣା ଯୋଗୁ ଟିକେଟ କାଉଣ୍ଟର ଓ ଅନ୍ୟ ବିଭାଗ ଅଚଳ, ଦୀର୍ଘଦିନ କାମ କରିବା ପରେ ମଧ୍ୟ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ

Read more

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ, ଆତ୍ମାର ସଦଗତି କାମନା କଲେ ଧର୍ମେନ୍ଦ୍ର ପ୍ରଧାନ, ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ବି ସମବେଦନା ଜଣାଇଲେ, ‘ରାଜନୈତିକ ଜୀବନରେ ସେ କରିଥିବା କାମ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ’

Read more

କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ବକପ-୨୦୨୧,ଆଜି ଭୁବନେଶ୍ବରରେ ପହଞ୍ଚିବେ ୪ଟିମ୍,ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ମାଲେସିଆ ଟିମ୍ ଆସିବେ ଭୁବନେଶ୍ବର, ପୂର୍ବରୁ ଭାରତ ଏବଂ ବେଲଜିୟମ ଟିମ୍‌ ଭୁବନେଶ୍ବର ଆସିସାରିଛି

Read more