ବ୍ରହ୍ମପୁର ଏମକେସିଜି ମେଡିକାଲର ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା, କଳାବ୍ୟାଜ ପିନ୍ଧି ମେଡିକାଲ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ, କର୍ମଚାରୀଙ୍କ ଧାରଣା ଯୋଗୁ ଟିକେଟ କାଉଣ୍ଟର ଓ ଅନ୍ୟ ବିଭାଗ ଅଚଳ, ଦୀର୍ଘଦିନ କାମ କରିବା ପରେ ମଧ୍ୟ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *