- ମମିତା ହତ୍ୟା ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ,ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି, ମୁଁ ଭାରତୀୟ ବାୟୁସେନାର ଜଣେ ପାଇଲଟ, ଦେଶପାଇଁ ଲଢ଼ିଛି, ମୋ ଦ୍ୱାରା କୌଣସି ଘୃଣ୍ୟ, ବେଆଇନ କାମ ହୋଇପାରିବନି, ଘଟଣା ଘଟିଛି ସନସାଇନ ପବ୍ଲିକ ସ୍କୁଲରେ, ସେଠାକୁ ମୁଁ କେବେ ଯାଇନି; ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
- ପୁରୀ ଷ୍ଟେସନର ନାମ ପରିବର୍ତ୍ତନ ଦାବି ନେଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ରେଳ ମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଜିଲ୍ଲାର ୨ BJP ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ମହାପାତ୍ର । ଷ୍ଟେସନର ନୂଆ ନାଁ ‘ଶ୍ରୀଜଗନ୍ନାଥ ଧାମ ପୁରୀ’ ରଖିବାକୁ ଜଣାଇଲେ ଦାବି