Fast News ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ February 22, 2025February 22, 2025 Sai Sudha 0 Comments ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ | ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ | ବ୍ରହ୍ମକୁମାରୀ ବିଶ୍ଵବିଦ୍ୟାଳୟର ସୁଖ ଶାନ୍ତି ସରୋବର ଉଦଘାଟନ କରିବେ | ଉଦଘାଟନ ପରେ ଦିନ ୧୨ଟାରେ ଭୁବନେଶ୍ବର ଫେରିବେ | ସନ୍ଧ୍ୟାରେ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ କରିବେ |