ବାଲେଶ୍ବର ପ୍ରିନ୍ସ କଲେଜର ଯୁକ୍ତ ୨ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା

ବାଲେଶ୍ବର ପ୍ରିନ୍ସ କଲେଜର ଯୁକ୍ତ ୨ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା । ମୃତ ଛାତ୍ରୀ ମୟୂରଭଞ୍ଜ ବଡ଼ ସାହି ବଣ ତାଳପଦା ଅଞ୍ଚଳର, ଘଟଣାକୁ ନେଇ ବାଲେଶ୍ଵର ସଦର ଥାନାରେ ମାମଲା ରୁଜୁ । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଘଟଣା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘୋଷଣା କଲେ ଡାକ୍ତର ।

Leave a Reply

Your email address will not be published. Required fields are marked *