

- ରୁଷିଆ-ୟୁକ୍ରେନ୍ ଯୁଦ୍ଧ ନେଇ ଚୀନ୍କୁ ବିଡେନଙ୍କ ଚେତାବନୀ । ଚୀନ୍କୁ ପୁଣି ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । ରୁଷିଆକୁ ସାହାଯ୍ୟ କଲେ ପରିଣାମ ମହଙ୍ଗା ପଡ଼ିବ ବୋଲି କହିଲେ ବିଡେନ୍ |
- ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଲଗାତର ଦ୍ବିତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ।