

- କଟକରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଘେରାଉ | ଛାତ୍ର, ଶିକ୍ଷକ ଓ ଅଭିଭାବକ ବୁଦ୍ଧିଜୀବୀ ମିଳିତ ମଞ୍ଚର ଧାରଣା ବୋର୍ଡ଼ର ଛାତ୍ର, ଶିକ୍ଷକ ବିରୋଧୀ ନୀତିର ପରିବର୍ତ୍ତନ ଦାବି କରି ଆନ୍ଦୋଳନ |
- ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ବିମାନରେ CDS ବିପିନ ରାଓ୍ୱତଙ୍କ ସମେତ ମୋଟ ୧୪ ଜଣ ଥିଲେ, DNA ଟେଷ୍ଟ ଜରିଆରେ ମୃତଦେହ ଚିହ୍ନଟ କରାଯିବ