State ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ଆହୁରି ୨୪ ଘଣ୍ଟା ଶୀତ ଲହରୀ ଜାରି | ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ତଳେ | ୩୧ ତାରିଖରୁ ବଢ଼ିବ ରାତ୍ରି ତାପମାତ୍ରା କମିବ ଶୀତ | ୪ ଫେବ୍ରୁଆରିରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ | January 30, 2022January 30, 2022 Jayaprada samantaray 0 Comments ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ଆହୁରି ୨୪ ଘଣ୍ଟା ଶୀତ ଲହରୀ ଜାରି | ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ତଳେ | ୩୧ ତାରିଖରୁ ବଢ଼ିବ ରାତ୍ରି ତାପମାତ୍ରା କମିବ ଶୀତ | ୪ ଫେବ୍ରୁଆରିରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ |