୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି |

Leave a Reply

Your email address will not be published. Required fields are marked *