ରାଜ୍ୟରେ ଦିନକରେ ଆଉ ୨୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୧୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ | ଅନୁଗୁଳରେ ୨ କୋରୋନା ସଂକ୍ରମିତଙ୍କ ମୃତ୍ୟୁ । ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁରରେ ଜଣେ ଲେଖାଏଁ ମୃତ । କନ୍ଧମାଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମୃତ | କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *