

- ରାଜ୍ୟରେ କମିଲା ବସ୍ ଭଡ଼ା ; ସାଧାରଣ ବସ୍ ଭଡ଼ା କିମି ପିଛା ୯୨ରୁ ୮୭ ପଇସା, ଏକ୍ସପ୍ରେସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୯୬ରୁ ୯୧ ପଇସାକୁ କମିଲା
- ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଯାଉଥିଲେ ମନ୍ତ୍ରୀ, ଉଭୟେ ଯାଉଥିବା ଗାଡ଼ି ଉପରକୁ କଲେଜ ଛକରେ ଅଣ୍ଡାମାଡ଼, ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼