ବରିଷ୍ଠ ସାମ୍ବାଦିକ ‘NDTV’ର କମାଲ୍‌ ଖାନ୍‌ଙ୍କ ହୃଦ୍‌ଘାତରେ ଦେହାନ୍ତ

ନୂଆଦିଲ୍ଲୀ: ହୃଦ୍‌ଘାତରେ ‘NDTV’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କର ଦେହାନ୍ତ, ନିଆରା ଶୈଳୀରେ ଖବର ପରିବେଷଣ ପାଇଁ ସାରା ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କମାଲ ଖାନ |

Leave a Reply

Your email address will not be published. Required fields are marked *