ରାଜ୍ୟରେ କମିଲା ବସ୍‌ ଭଡ଼ା ; ସାଧାରଣ ବସ୍‌ ଭଡ଼ା କିମି ପିଛା ୯୨ରୁ ୮୭ ପଇସା, ଏକ୍ସପ୍ରେସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୯୬ରୁ ୯୧ ପଇସାକୁ କମିଲା

ରାଜ୍ୟରେ କମିଲା ବସ୍‌ ଭଡ଼ା
ସାଧାରଣ ବସ୍‌ ଭଡ଼ା କିମି ପିଛା ୯୨ରୁ ୮୭ ପଇସାକୁ କମିଲା, ଏକ୍ସପ୍ରେସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୯୬ରୁ ୯୧ ପଇସାକୁ, ଡିଲକ୍ସ ବସ୍‌ ଭଡ଼ା ୧ଟଙ୍କା ୩୫ରୁ ୧ ଟଙ୍କା ୨୫ ପଇସାକୁ କମିଲା । AC ଡିଲକ୍ସ ବସ୍‌ ଭଡ଼ା ୧ଟଙ୍କା ୫୩ ପଇସାକୁ, ସୁପର ପ୍ରିମିୟମ ବସ୍ ୨ଟଙ୍କା ୩୮ ପଇସାକୁ କମିଲା

Leave a Reply

Your email address will not be published. Required fields are marked *