କଟକ କନ୍ଦରପୁରରେ କମିସନରେଟ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ

କଟକ କନ୍ଦରପୁରରେ କମିସନରେଟ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ । ରାକାର ଗୋଡ଼ରେ ବାଜିଛି ଗୁଳି, SCB ମେଡିକାଲରେ ଭର୍ତ୍ତି, ରାକେଶଠାରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ । ରାକା ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।

Leave a Reply

Your email address will not be published. Required fields are marked *