ମମିତାଙ୍କ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତିଙ୍କ ସହ ଯାଇ ମମିତାଙ୍କ ପରିବାରକୁ ଭେଟିବେ, ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଚେଲା କୁମାର, ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେୱାଲା ମଧ୍ୟ ଓଡ଼ିଶା ଗସ୍ତ କରିବେ

Leave a Reply

Your email address will not be published. Required fields are marked *