କଟକ ରୋଡ୍‌ରେ ୫ଟି ବେଆଇନ୍‌ ଡ୍ୟାନ୍ସ ବାର ଉପରେ ଚଢ଼ଉ ; କିଛି ବାର ଗାର୍ଲ ଓ ବାର କର୍ମଚାରୀ ସହ ମାଲିକ ଅଟକ

ଭୁବନେଶ୍ୱର: କଟକ ରୋଡ୍‌ରେ ବେଆଇନ୍‌ ଡ୍ୟାନ୍ସ ବାର ଉପରେ ଚଢ଼ଉ, ବିନା ଅନୁମତିରେ ଚାଲୁଥିବା ୫ଟି ଡ୍ୟାନ୍ସ ବାର ଉପରେ ଚଢ଼ଉ; କଟକ ଫ୍ଲାଇଂ ସ୍କ୍ୱାଡ୍‌ ଓ ଭୁବନେଶ୍ୱର ଅବକାରୀ ବିଭାଗର ମିଳିତ ଚଢ଼ଉ; କିଛି ବାର ଗାର୍ଲ ଓ ବାର କର୍ମଚାରୀ ସହ ମାଲିକ ଅଟକ

Leave a Reply

Your email address will not be published. Required fields are marked *