ରାଜ୍ୟରେ ଦିନକରେ ଆଉ ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬୧ ଚିହ୍ନଟ, କ୍ୱାରେଣ୍ଟିନରୁ ୬୪୩୧, ଲୋକାଲ୍ କେସ୍ ୪୬୫୫ ଚିହ୍ନଟ | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୬୯ ଜଣ ପଜିଟିଭ୍ ଚିହ୍ନଟ |

Leave a Reply

Your email address will not be published. Required fields are marked *